ପଛକୁ
ବିଶେଷଜ୍ଞ ପ୍ରବନ୍ଧଗୁଡିକ ।
ଆଳୁ ପାଇଁ ସର୍ବୋତ୍ତମ ଚାଷ ଅଭ୍ୟାସ

.

.

ଆଳୁ ସାରା ପୃଥିବୀର ଅନ୍ୟତମ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଖାଦ୍ୟ ଫସଲ ଅଟେ । ଏହା ‘‘ଗରିବ ଲୋକର ବନ୍ଧୁ’’ ଭାବେ ଜଣାଶୁଣା । ଆଳୁ ମଣ୍ଡ, ଭିଟାମିନ୍ ସି ଏବଂ ବି1 ତଥା ଖଣିଜ ଲବଣର ଏକ ଉତ୍କୃଷ୍ଟ ଉତ୍ସ ଅଟେ । 2018-2019 ମସିହାରେ, ଭାରତରେ ମୋଟ 2.17 ମିଲିୟନ ହେକ୍ଟର ଜମିରେ 50.19 ମିଲିୟନ ଟନ୍ ଆଳୁ ଉତ୍ପାଦନ କରାଯାଇଥିଲା । ଯଦିଓ ଏହି ଫସଲ ମୁଖ୍ୟତଃ ପରିବା ଆକାରରେ ବ୍ୟବହୃତ ହୁଏ କିନ୍ତୁ ଆଳୁ ଚିପ୍ସ, ଫ୍ରେଞ୍ଚ ଫ୍ରାଏ, ପଟାଟୋ ଫ୍ଲେକ୍ସ ଆଦି ଭଳି କୃଷି-ପ୍ରକ୍ରିୟାକରଣ କ୍ଷେତ୍ରରେ ମଧ୍ୟ ଏହାର ବିଶାଳ ସମ୍ଭାବନା ରହିଛି, ଯାହାର ବଜାର ଭାଗ 2050 ସୁଦ୍ଧା ବହୁଗୁଣିତ ହେବ ବୋଲି ଆକଳନ କରାଯାଏ । ସମ୍ପ୍ରତି, ଭାରତରେ ଆଳୁର ଉତ୍ପାଦକତା 23 ଟନ୍/ହେକ୍ଟର ଭାବେ ଆକଳନ କରାଯାଇଛି ।

undefined
undefined
undefined

ସର୍ବୋତ୍ତମ କିସମ କେମିତି ଚୟନ କରିବେ

ସର୍ବୋତ୍ତମ କିସମ କେମିତି ଚୟନ କରିବେ

ଏଗୁଡ଼ିକ ହେଉଛି ଭାରତରେ ଚାଷ କରାଯାଉଥିବା ଲୋକପ୍ରିୟ କିସମ

 ସଅଳ ଅବଧି (ବୁଣିବାର 70 ରୁ 90 ଦିନ): ଯଥା କୁଫ୍ରି ପୁଖରାଜ, କୁଫ୍ରି ଚନ୍ଦ୍ରମୁଖୀ, କୁଫ୍ରି ଅଶୋକ

 ମଧ୍ୟମ ଅବଧି (ବୁଣିବାର 90 ରୁ 100 ଦିନ): ଯଥା କୁଫ୍ରି ଜ୍ୟୋତି, କୁପ୍ରି ଆନନ୍ଦ, ଚିପସୋନା 1, 2, 3 (ଆଳୁ ଚିପ୍ସ ପାଇଁ)

 ବିଳମ୍ବ ଅବଧି (ବୁଣିବାର 110 ରୁ 130 ଦିନ): ଯଥା: କୁଫ୍ରି ଗିରିରାଜ, କୁଫ୍ରି ସିନ୍ଦୁରୀ

ରୋପଣ ଋତୁ

ଜମି ପ୍ରସ୍ତୁତିର ମୁଖ୍ୟ ଉଦ୍ଦେଶ୍ୟ ମାଟିକୁ ଚାଷ ପାଇଁ ଅନୁକୂଳ କରାଯିବା ଆବଶ୍ୟକ । ଏହାଦ୍ୱାରା ଗଛ ଶୀଘ୍ର ବାହାରିଥାଏ, ମୂଳ ପଚିବାର ଆଶଙ୍କା କମିଥାଏ, ଚାଷ ଅବଧିର ଉତ୍ତମ ଉପଯୋଗ ହୋଇଥାଏ, ଚେର ଗଭୀରତା ପର୍ଯ୍ୟନ୍ତ ବିକଶିତ ହୋଇ ଜଳ ଓ ଖାଦ୍ୟସାର ସୁବିଧାରେ ଗ୍ରହଣ କରିଥାଏ । ମାଟିକୁ ଉପଯୁକ୍ତ ଭାବେ ନିଗିଡ଼ାଇବା । ଚାରାକୁ ବାହାରକୁ ବାହାରିବା ତଥା ଯାନ୍ତ୍ରିକ ଅମଳରେ ବାଧା ପହଞ୍ଚାଉଥିବା ମାଟି ଟେଳାଗୁଡ଼ିକୁ ଦୂର କରନ୍ତୁ ।

undefined
undefined

ଜମି କର୍ଷଣ ପଦ୍ଧତି

ଜମି କର୍ଷଣ ପଦ୍ଧତି

ଲୁହା ଲଙ୍ଗଳରେ 1ରୁ 2 ଥର ହଳ କରିବା ଏବଂ ତା’ପରେ ଚକ୍ରବିଦା ଇତ୍ୟାଦି ଚଳାଇ ମାଟିକୁ ଭଲଭାବେ ଗୁଣ୍ଡ କରିଦିଆଯିବା ଆବଶ୍ୟକ । ଆଳୁ ଚାଷ ପାଇଁ ହିଡ଼ ଓ ସିଆର ପଦ୍ଧତି କିମ୍ବା ଉଚ୍ଚା ଶଯ୍ୟା/ମନ୍ଦା ପଦ୍ଧତି ଅନୁସରଣ କରାଯାଇପାରିବ ।

undefined
undefined

ଆଳୁ ବିହନ ଆବଶ୍ୟକତା

ଆଳୁ ବିହନ ଆବଶ୍ୟକତା

ସର୍ବୋତ୍ତମ କିସମ କେମିତି ଚୟନ କରିବେ

ଏଗୁଡ଼ିକ ହେଉଛି ଭାରତରେ ଚାଷ କରାଯାଉଥିବା ଲୋକପ୍ରିୟ କିସମ

 ସଅଳ ଅବଧି (ବୁଣିବାର 70 ରୁ 90 ଦିନ): ଯଥା କୁଫ୍ରି ପୁଖରାଜ, କୁଫ୍ରି ଚନ୍ଦ୍ରମୁଖୀ, କୁଫ୍ରି ଅଶୋକ

 ମଧ୍ୟମ ଅବଧି (ବୁଣିବାର 90 ରୁ 100 ଦିନ): ଯଥା କୁଫ୍ରି ଜ୍ୟୋତି, କୁପ୍ରି ଆନନ୍ଦ, ଚିପସୋନା 1, 2, 3 (ଆଳୁ ଚିପ୍ସ ପାଇଁ)

 ବିଳମ୍ବ ଅବଧି (ବୁଣିବାର 110 ରୁ 130 ଦିନ): ଯଥା: କୁଫ୍ରି ଗିରିରାଜ, କୁଫ୍ରି ସିନ୍ଦୁରୀ

undefined
undefined

ବିହନ ହାର

ବିହନ ହାର

ଏକର ପିଛା 600 ରୁ 800 କିଗ୍ରା ବିହନ ଗଜା ପୂର୍ବ ଅବସ୍ଥା (ଚିଟ୍ଟିଂ) ରୋଇବା ଉଦ୍ଦେଶ୍ୟ ପାଇଁ, ଶୀତଳ ଭଣ୍ଡାରରୁ ଆଣିଥିବା ଆଳୁ ବିହନଗୁଡ଼ିକୁ ଏକ ଥଣ୍ଡା ଓ ଛାଇ ଜାଗାରେ ରଖି ଗଜା ବାହାରିବା ପାଇଁ ସପ୍ତାହେ କିମ୍ବା ଦୁଇ ସପ୍ତାହ ଛାଡ଼ିଦିଆଯାଏ । ବିହନ ବ୍ୟାଗକୁ ଶୀତଳ ଭଣ୍ଡାରରୁ କାଢ଼ିବା ପୂର୍ବରୁ 24 ଘଣ୍ଟା ପାଇଁ ପ୍ରି-କୁଲିଂ ଚାମ୍ବର ଭିତରେ ରଖନ୍ତୁ । ସମାନ ଭାବେ ଚିଟ୍ଟିଂ ପାଇବା ପାଇଁ, ବିହନଗୁଡ଼ିକୁ 10 ଲିଟର ପାଣିରେ 1 ଗ୍ରାମ୍ ହିସାବରେ ଜିବରେଲିକ୍ ଏସିଡ୍ ଦ୍ୱାରା 1 ଘଣ୍ଟା ପାଇଁ ବିଶୋଧନ କରନ୍ତୁ ଓ ତା’ପରେ ତାକୁ ଛାଇରେ ଶୁଖାଇ ଏକ ବାୟୁ ଚଳାଚଳ କରୁଥିବା ସାମାନ୍ୟ ଅନ୍ଧାରୁଆ କୋଠରୀରେ 10 ଦିନ ପାଇଁ ରଖିଦିଅନ୍ତୁ ।

ଏମେଷ୍ଟୋ ପ୍ରାଇମ୍ ® ଦ୍ୱାରା ଆଳୁ ବିହନର ବିଶୋଧନ

ଏମେଷ୍ଟୋ ପ୍ରାଇମ୍ ® ଦ୍ୱାରା ଆଳୁ ବିହନର ବିଶୋଧନ

ଏମେଷ୍ଟୋ ପ୍ରାଇମ୍ ® ଦ୍ୱାରା ବିଶୋଧନ କଳାମୂଳିଆ/ମୃଦୁସଢ଼ା ରୋଗ/ବ୍ଲାକ୍ ସ୍କର୍ଫ (Rhizoctonia solani)ରୁ ଦୀର୍ଘସ୍ଥାୟୀ ସୁରକ୍ଷା ଯୋଗାଇଥାଏ ।

ରୋଇବା ପୂର୍ବରୁ ଏମେଷ୍ଟୋ ପ୍ରାଇମ୍ ® ପ୍ରୟୋଗ କରି ଚାଷୀମାନେ ସମାନ ରୂପରଙ୍ଗର, ଉତ୍ତମ ଗୁଣମାନର ଉଚ୍ଚ ଅମଳ ପାଇପାରିବେ ।

ଆଳୁ ବିହନ କାଟିବା ପରେ, ବିହନକୁ ଏକ ପଲିଥିନ୍ ଜରି ଉପରେ ରଖନ୍ତୁ ।

100 ମିଲି ଏମେଷ୍ଟୋ ପ୍ରାଇମ୍ ® କୁ 4-5 ଲିଟର ପାଣିରେ ମିଶାଇ ଏକ ଦ୍ରବଣ ପ୍ରସ୍ତୁତ କରନ୍ତୁ ।

ଦ୍ରବଣକୁ ଆଳୁ ବିହନ ଉପରେ ସ୍ପ୍ରେ କରନ୍ତୁ ।

ବିହନଗୁଡ଼ିକୁ ସ୍ୱାଭାବିକ ପରିବେଶରେ 30-40 ମିନିଟ୍ ଯାଏଁ ଶୁଖିବାକୁ ଦିଅନ୍ତୁ । ବିହନଗୁଡ଼ିକ ଶୁଖିଯିବା ପରେ ସେଗୁଡ଼ିକୁ ରୁଅନ୍ତୁ ।

undefined
undefined

ରୁଆ ଏବଂ ଫସଲ ସ୍ଥାପନା

ରୁଆ ଏବଂ ଫସଲ ସ୍ଥାପନା

ରୋପଣ ଋତୁ

ଭାରତରେ ରବି ଋତୁ (ଅକ୍ଟୋବର 3ୟ ସପ୍ତାହରୁ ନଭେମ୍ବର ଶେଷ)ରେ ଆଳୁ ଚାଷ କରାଯାଇଥାଏ । ସର୍ବାଧିକ 30ରୁ 32 ଡିଗ୍ରୀ ସେଲସିୟସ୍ ଏବଂ ହାରାହାରି ନ୍ୟୂନତମ ତାପମାତ୍ରା 18ରୁ 20 ଡିଗ୍ରୀ ସେଲସିୟସ୍ ଆଳୁ ରୋପଣ ପାଇଁ ସବୁଠାରୁ ଉପଯୁକ୍ତ ।

undefined
undefined

ଲଗାଇବାର ଗଭୀରତା

ଲଗାଇବାର ଗଭୀରତା

ବିହନଗୁଡ଼ିକୁ 5 ସେମି ଗଭୀରତାରେ ପୋତାଯିବା ଉଚିତ୍ । ଅନୁପଯୁକ୍ତ ହିଡ଼ କାରଣରୁ କମ୍ ଗଭୀରତାରେ ବିହନ ପୋତାଯିବା କିମ୍ବା ଅଧିକ ଗଭୀରତାରେ ପୋତା କାରଣରୁ ସବୁଜ ଆଳୁ, ସୀମିତ ଚେର ବିକାଶ, ତାପମାତ୍ରା ଅସମାନତା ଯୋଗୁଁ ବିକୃତ ଆଳୁ, ଉଛୁର ପତ୍ରପୋଡ଼ା ରୋଗ ଏବଂ ଆଳୁ ପ୍ରଜାପତି ଆକ୍ରମଣ ଭଳି ସମସ୍ୟା ଦେଖାଦେଇଥାଏ ।

undefined
undefined
undefined
undefined

ଅନ୍ତଃ-କୃଷି କାର୍ଯ୍ୟ

ଅନ୍ତଃ-କୃଷି କାର୍ଯ୍ୟ

ବିହନ ବାହାରକୁ ଉଠିଆସିବାକୁ ପ୍ରତିରୋଧ କରିବା ପାଇଁ ଦୁଇଥର ହୁଡ଼ା ଟେକା କାମ କରାଯାଇଥାଏ, ନ ହେଲେ ବିହନଗୁଡ଼ିକ ସବୁଜ ପଡ଼ିଯାଏ । ପ୍ରଥମ ହୁଡ଼ା ଟେକା କାମ ରୋଇବାର ପାଖାପାଖି 20 - 25ରେ କରାଯାଇଥାଏ । ଦ୍ୱିତୀୟ ହୁଡ଼ା ଟେକା କାମ ରୋଇବାର ପାଖାପାଖି 40 - 45 ଦିନରେ କରାଯାଇଥାଏ । ଅନ୍ତଃ କୃଷି ଫସଲକୁ ଆଳୁ ପ୍ରଜାପତି, ସବୁଜ ବିହନ ଗଠନ ଏବଂ ଅନାବନା ଘାସର ଦାଉରୁ ସୁରକ୍ଷା ଯୋଗାଇଥାଏ ।

undefined
undefined

ଜମି ପ୍ରସ୍ତୁତି

ଜମି ପ୍ରସ୍ତୁତି

ଜମି ପ୍ରସ୍ତୁତିର ମୁଖ୍ୟ ଉଦ୍ଦେଶ୍ୟ ମାଟିକୁ ଚାଷ ପାଇଁ ଅନୁକୂଳ କରାଯିବା ଆବଶ୍ୟକ । ଏହାଦ୍ୱାରା ଗଛ ଶୀଘ୍ର ବାହାରିଥାଏ, ମୂଳ ପଚିବାର ଆଶଙ୍କା କମିଥାଏ, ଚାଷ ଅବଧିର ଉତ୍ତମ ଉପଯୋଗ ହୋଇଥାଏ, ଚେର ଗଭୀରତା ପର୍ଯ୍ୟନ୍ତ ବିକଶିତ ହୋଇ ଜଳ ଓ ଖାଦ୍ୟସାର ସୁବିଧାରେ ଗ୍ରହଣ କରିଥାଏ । ମାଟିକୁ ଉପଯୁକ୍ତ ଭାବେ ନିଗିଡ଼ାଇବା । ଚାରାକୁ ବାହାରକୁ ବାହାରିବା ତଥା ଯାନ୍ତ୍ରିକ ଅମଳରେ ବାଧା ପହଞ୍ଚାଉଥିବା ମାଟି ଟେଳାଗୁଡ଼ିକୁ ଦୂର କରନ୍ତୁ ।

undefined
undefined

ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!

undefined
undefined

ଆମର ମୋବାଇଲ୍ ଆପ୍ ଡାଉନଲୋଡ୍ କରନ୍ତୁ ।

ଫାର୍ମ ଅନ୍-ଦି: ରିଅଲ୍-ଟାଇମ୍ ମାର୍କେଟ ଡାଟା, ଯେକୌଣସି ସମୟରେ, ଆମର ଆପ୍ ସହିତ ଯେକୌଣସି ସ୍ଥାନରେ ପ୍ରବେଶ କରନ୍ତୁ । ଆପଣଙ୍କ ଭାଷାରେ ମଧ୍ୟ ଉପଲବ୍ଧ ।

google play button
app_download
stars ଅନ୍ୟାନ୍ୟ ମାଗଣା ବୈଶିଷ୍ଟ୍ୟଗୁଡିକ। stars
ବର୍ତ୍ତମାନ ଆପ୍ ଡାଉନଲୋଡ୍ କରନ୍ତୁ।