ସାଧାରଣତଃ, ଖରା ଓ ବର୍ଷାଋତୁରେ ଖୋଲା କିଆରୀରେ କାକୁଡ଼ି ଚାଷ କରାଯାଇଥାଏ । କିନ୍ତୁ ଶୀତଦିନରେ କାକୁଡ଼ି ଚାଷ କରିବା କଷ୍ଟକର । ହେଲେ, ସବୁଜଗୃହରେ ସବୁ ଋତୁରେ କାକୁଡ଼ି ଚାଷ କରାଯାଇପାରିବ ଏବଂ ଚାଷୀମାନେ ଭଲ ବଜାର ଦର ପାଇପାରିବେ । ଫାର୍ମରାଇଜ୍ ଆପ୍ ନିକଟତମ ବଜାରରେ କାକୁଡ଼ି ଫସଲ ପାଇଁ ବଜାର ଦରର ସୂଚନା ଯୋଗାଇଥାଏ ।
ମଞ୍ଜିବିହୀନ କାକୁଡ଼ି
ଆଜିକାଲି, ଗ୍ରାହକମାନେ ମଞ୍ଜିବିହୀନ କାକୁଡ଼ିକୁ ଅଧିକ ପସନ୍ଦ କରୁଛନ୍ତି ।
ମଞ୍ଜିବିହୀନ କାକୁଡ଼ିର ପ୍ରମୁଖ ବିଶେଷତା ହେଉଛି
➥ ଫଳର ଦୈର୍ଘ୍ୟ: 14-16 ସେମି
➥ ଚେନା ଚେନା କରି କାଟିବା ପାଇଁ ଅଧିକ ଉପଯୁକ୍ତ ଏବଂ ଅଧିକ ମୁସୁମୁସିଆ ହୋଇଥାଏ
➥ ଶୀତଦିନିଆ ହାଇବ୍ରିଡ୍ କୁ ଛାଡ଼ି ଅନ୍ୟ ସମସ୍ତ କିସମରେ ଫଳ ଗୁଚ୍ଛରେ ଫଳିଥାଏ
➥ 100 % ମାଈ ଫୁଲ ଏବଂ ପରାଗସଙ୍ଗମ ଆବଶ୍ୟକ ହୋଇ ନ ଥାଏ
➥ ପଲି ହାଉସ୍ କିମ୍ବା ନେଟ୍ ହାଉସ୍ ଭଳି ସୁରକ୍ଷିତ ଢାଞ୍ଚା ତଳେ ଚାଷ କରିହୁଏ
ଚାଷ ପଦ୍ଧତି
ଚାଷ ପଦ୍ଧତି
ଆମ ଟିମ୍ ଦ୍ୱାରା ସଞ୍ଚାଳିତ ଗବେଷଣାକୁ ଆଧାର କରି ଆମେ ଆପଣଙ୍କ ପାଇଁ ଆଣିଛୁ ସବୁଜଗୃହରେ ମଞ୍ଜିବିହୀନ କାକୁଡ଼ି ଚାଷ କରିବାର ସର୍ବୋତ୍ତମ ପଦ୍ଧତି ।
ସବୁଜଗୃହରେ ମଞ୍ଜିବିହୀନ କାକୁଡ଼ି ଚାଷ
ସବୁଜଗୃହରେ ମଞ୍ଜିବିହୀନ କାକୁଡ଼ି ଚାଷ
ବ୍ୟବଧାନ
ବ୍ୟବଧାନ
ସାଧାରଣତଃ, ଖରା ଓ ବର୍ଷାଋତୁରେ ଖୋଲା କିଆରୀରେ କାକୁଡ଼ି ଚାଷ କରାଯାଇଥାଏ । କିନ୍ତୁ ଶୀତଦିନରେ କାକୁଡ଼ି ଚାଷ କରିବା କଷ୍ଟକର । ହେଲେ, ସବୁଜଗୃହରେ ସବୁ ଋତୁରେ କାକୁଡ଼ି ଚାଷ କରାଯାଇପାରିବ ଏବଂ ଚାଷୀମାନେ ଭଲ ବଜାର ଦର ପାଇପାରିବେ । ଫାର୍ମରାଇଜ୍ ଆପ୍ ନିକଟତମ ବଜାରରେ କାକୁଡ଼ି ଫସଲ ପାଇଁ ବଜାର ଦରର ସୂଚନା ଯୋଗାଇଥାଏ ।
ମଞ୍ଜିବୁଣା
ମଞ୍ଜିବୁଣା
ଗୋଟିଏ ବୁଦାରେ ଗୋଟିଏ ମଞ୍ଜିକୁ 2ରୁ 3 ସେଣ୍ଟିମିଟର ଗଭୀରତାରେ ପୋତନ୍ତୁ । ବୁଣିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ପାଣି ମଡ଼ାନ୍ତୁ ନାହିଁ । ମୂଷା/ଅନ୍ୟ ଅନିଷ୍ଟକାରୀ ଜୀବ ଜନିତ କ୍ଷତିକୁ ଏଡ଼ାଇବା ପାଇଁ ଗଜା ବାହାରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅତିରିକ୍ତ ଧ୍ୟାନ ରଖନ୍ତୁ ।
ନର୍ସରୀରେ ବୁଣା
ନର୍ସରୀରେ ବୁଣା
ତଳିଗୁଡ଼ିକୁ ପଲି କିମ୍ବା କୀଟ-ନିରୋଧୀ ଜାଲି ଘରରେ ବଢ଼ାଯିବା ଉଚିତ୍ । ରୋଇବା ପାଇଁ 12-15 ଦିନ ବୟସର ତଳି ବ୍ୟବହାର କରାଯିବା ଆବଶ୍ୟକ ।
ମଞ୍ଜିବିହୀନ କାକୁଡ଼ି
ମଞ୍ଜିବିହୀନ କାକୁଡ଼ି
ଆଜିକାଲି, ଗ୍ରାହକମାନେ ମଞ୍ଜିବିହୀନ କାକୁଡ଼ିକୁ ଅଧିକ ପସନ୍ଦ କରୁଛନ୍ତି ।
ମଞ୍ଜିବିହୀନ କାକୁଡ଼ିର ପ୍ରମୁଖ ବିଶେଷତା ହେଉଛି
➥ ଫଳର ଦୈର୍ଘ୍ୟ: 14-16 ସେମି
➥ ଚେନା ଚେନା କରି କାଟିବା ପାଇଁ ଅଧିକ ଉପଯୁକ୍ତ ଏବଂ ଅଧିକ ମୁସୁମୁସିଆ ହୋଇଥାଏ
➥ ଶୀତଦିନିଆ ହାଇବ୍ରିଡ୍ କୁ ଛାଡ଼ି ଅନ୍ୟ ସମସ୍ତ କିସମରେ ଫଳ ଗୁଚ୍ଛରେ ଫଳିଥାଏ
➥ 100 % ମାଈ ଫୁଲ ଏବଂ ପରାଗସଙ୍ଗମ ଆବଶ୍ୟକ ହୋଇ ନ ଥାଏ
➥ ପଲି ହାଉସ୍ କିମ୍ବା ନେଟ୍ ହାଉସ୍ ଭଳି ସୁରକ୍ଷିତ ଢାଞ୍ଚା ତଳେ ଚାଷ କରିହୁଏ
ଯଦି ରୁଆ ପଦ୍ଧତିରେ କାକୁଡ଼ି ଚାଷ କରାଯାଉଥାଏ, ତେବେ ତଳିର ଚେର ଅଂଶକୁ ବେଶୀ ହଲଚଲ ନ କରି ରୁଆ କରାଯିବା ଆବଶ୍ୟକ ।
ପ୍ଲାଷ୍ଟିକ୍ ଆବରଣ
ପ୍ଲାଷ୍ଟିକ୍ ଆବରଣ
ଉଚ୍ଚ ମନ୍ଦାରେ କଳା ପ୍ଲାଷ୍ଟିକ୍ ଆବରଣ (ମଲଚିଂ) ପଦ୍ଧତି ଅନୁସରଣ କରନ୍ତୁ । ଏହା ଋତୁର ପ୍ରାରମ୍ଭିକ ଭାଗରେ ଜମିର ତାପମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହାଫଳରେ ଦ୍ରୁତ ଅଙ୍କୁରଣ ଓ ସଅଳ ଫଳ ବିକାଶ ହୋଇଥାଏ । ଗ୍ରୀଷ୍ମ ମାସରେ, ମାଟିକୁ ଅତ୍ୟଧିକ ତାତିବାରୁ ରୋକିବା ପାଇଁ କଳା ଉପରେ ଧଳା ପ୍ଲାଷ୍ଟିକ୍ ଆବରଣ ଦିଆଯାଇଥାଏ । ପ୍ଲାଷ୍ଟିକଲଚର୍ ପ୍ରଣାଳୀର ଅତିରିକ୍ତ ଲାଭ ମଧ୍ୟରେ ବାଳୁଙ୍ଗା /ଅନାବନା ଘାସ ଦମନ, ଅଧିକ ଫଳପ୍ରଦ ଜଳସେଚନ, ବିଶେଷ କରି ବୁନ୍ଦା ଜଳସେଚନ ଏବଂ ଉତ୍ତମ ସାର ପରିଚାଳନା ଅନ୍ତର୍ଭୁକ୍ତ । ଏହି ପ୍ରଣାଳୀର କ୍ଷତି ମଧ୍ୟରେ ଉତ୍ପାଦନ ପିଛା ଅଧିକ ଖର୍ଚ୍ଚ ଏବଂ ଋତୁ ସମାପ୍ତି ପରେ ପ୍ଲାଷ୍ଟିକର ନିଷ୍ପାସନ ଅନ୍ତର୍ଭୁକ୍ତ:
କାଟଛାଣ୍ଟ
କାଟଛାଣ୍ଟ
ଚାଷ ପଦ୍ଧତି
ଚାଷ ପଦ୍ଧତି
ଆମ ଟିମ୍ ଦ୍ୱାରା ସଞ୍ଚାଳିତ ଗବେଷଣାକୁ ଆଧାର କରି ଆମେ ଆପଣଙ୍କ ପାଇଁ ଆଣିଛୁ ସବୁଜଗୃହରେ ମଞ୍ଜିବିହୀନ କାକୁଡ଼ି ଚାଷ କରିବାର ସର୍ବୋତ୍ତମ ପଦ୍ଧତି ।
ଟ୍ରେନିଂ
ଟ୍ରେନିଂ
ବୁଣିବାର 15-20 ଦିନ ଅଥବା ରୋଇବାର 10-12 ଦିନ ପରେ ଟ୍ରେନିଂ ଆରମ୍ଭ କରାଯିବା ଆବଶ୍ୟକ । ରଞ୍ଜା ପାଇଁ ତାର ଶଯ୍ୟାରୁ 12 ଫୁଟ ଉଚ୍ଚତାରେ ରହିବା ଉଚିତ୍ । ଗଛଗୁଡ଼ିକୁ ଦଉଡ଼ିରେ ବାନ୍ଧିବେ ଓ ଶେଷରେ ଦଉଡ଼ିକୁ ରଞ୍ଜା ତାରରେ ବାନ୍ଧିବେ । ସପ୍ତାହରେ ଦୁଇଥର ଟ୍ରେନିଂ କରାଗଲେ ଲଟା ବା ଗଛକୁ ଦୃଢ଼ ଢେରା ମିଳିଥାଏ । ଥାକ ଥାକ କରି ଜାଲ ବନ୍ଧାଗଲେ ମଧ୍ୟ ଗଛକୁ ସୁଦୃଢ଼ ଢେରା ମିଳିଥାଏ ।
ସାର ପ୍ରୟୋଗର ସମୟସୂଚୀ:
ସାର ପ୍ରୟୋଗର ସମୟସୂଚୀ:
ସାର ପ୍ରୟୋଗ କିମ୍ବା ବୁନ୍ଦା ସେଚନର ସମୟସୂଚୀ ମାଟିରେ ରହିଥିବା ପୋଷକ ତତ୍ତ୍ୱର ସ୍ଥିତି ଉପରେ ନିର୍ଭର କରିଥାଏ । ଫସଲର ବୟସକୁ ଆଧାର କରି ସୁପାରିସକୃତ ମାତ୍ରାରେ ନିମ୍ନଲିଖିତ ସାର ପ୍ରୟୋଗ କରାଯିବା ଆବଶ୍ୟକ: କ୍ୟାଲସିୟମ୍ ନାଇଟ୍ରେଟ୍ (CN), ପୋଟାସିୟମ୍ ନାଇଟ୍ରେଡ୍ (13:00:45) ମୋନୋ ପୋଟାସିୟମ୍, ଫସଫେଟ୍ (00:52:34), ମ୍ୟାଗ୍ନେସିୟମ୍ ସଲଫେଟ୍, (MgSo4), ପଟାସ୍ ଲବଣ, ଜିଙ୍କ୍ ସଲଫେଟ୍ (ZnSo4), ମାଙ୍ଗାନିଜ୍ ସଲଫେଟ୍ (MnSo4) କପର୍ ସଲଫେଟ୍, ଆମୋନିୟମ୍ ମୋଲିବଡେଟ୍/ସୋଡିୟମ୍ ମୋଲିବଡେଟ୍ ।
ବ୍ୟବଧାନ
ବ୍ୟବଧାନ
ଧାଡ଼ିରୁ ଧାଡ଼ି ମଧ୍ୟରେ 50 ସେଣ୍ଟିମିଟର ଏବଂ ଗଛରୁ ଗଛ ମଧ୍ୟରେ 40 ସେମିର ବ୍ୟବଧାନ ବଜାୟ ରଖନ୍ତୁ । ଫସଲର ଦେଖାରଖା ପାଇଁ ଧାଡ଼ିଗୁଡ଼ିକ ମଧ୍ୟରେ 60ରୁ 80 ସେମିର ଚଲାପଥ ଛାଡ଼ନ୍ତୁ ।
ପାଉଁଶିଆ ରୋଗର ପରିଚାଳନା
କାକୁଡ଼ିରେ ପାଉଁଶିଆ ହେଉଛି ଏକ ସାଧାରଣ ରୋଗ । ପତ୍ରର ତଳ ଭାଗରେ ଧଳାରୁ ଧୂସର ରଙ୍ଗର ପାଉଡର ଭଳି ଗୁଣ୍ଡ ଦେଖାଦିଏ । ଆକ୍ରାନ୍ତ ପତ୍ରଗୁଡ଼ିକ ମରିଯାଏ, କିନ୍ତୁ ସେମିତି ଠିଆ ହୋଇ ରହେ, ହେଲେ ପତ୍ରର ଧାରଗୁଡ଼ିକ ଭିତରଆଡ଼କୁ ମୋଡ଼ି ହୋଇଯାଏ । ସଂକ୍ରମଣ ଅତି ଉତ୍କଟ ହେଲେ ଗଛର ପତ୍ରଗୁଡ଼ିକ ଝଡ଼ିଯାଏ, ଗଛର ବିକାଶ ବନ୍ଦ ହୋଇଯାଏ ଏବଂ ଫଳର ବୃଦ୍ଧି ଦୁର୍ବଳ ପଡ଼ିଯାଏ । ପାଉଁଶିଆ ରୋଗ ଦମନ ପାଇଁ ଏକର ପିଛା 600 ଗ୍ରାମ ସେକ୍ଟିନ (ଫେନାମିଡୋନ୍ 10% + ମାଙ୍କୋଜେବ 50% ଡବ୍ଲ୍ୟୁ/ଡବ୍ଲ୍ୟୁ 60 ଡବ୍ଲ୍ୟୁଜି) ସ୍ପ୍ରେ କରନ୍ତୁ ।
ଶୋଷକ ପୋକର ପରିଚାଳନା
ଶୋଷକ ପୋକର ପରିଚାଳନା
କାକୁଡ଼ିରେ ଶୋଷକ ପୋକ ଲାଗିବାର ସମ୍ଭାବନା ରହିଥାଏ । ଏହି ପର୍ଯ୍ୟାୟରେ ଶୋଷକ ପୋକଙ୍କ ଦମନ ଅତ୍ୟନ୍ତ ଜରୁରୀ ହୋଇଥାଏ, ଅନ୍ୟଥା ସେମାନେ ଗଛଗୁଡ଼ିକୁ ଦୁର୍ବଳ କରିଦେଇଥାନ୍ତି ଓ ଗଛରେ ଅଧିକ ଫୁଲ ଫୁଟି ନ ଥାଏ । ଦୟାକରି ଜଉପୋକ ଏବଂ ପତ୍ରଡିଆଁ ପୋକଙ୍କ ଦମନ ପାଇଁ ଆଡମାୟର୍ କିମ୍ବା ଇମିଡାକ୍ଲୋପ୍ରିଡ୍ 70% ଡବ୍ଲ୍ୟୁଜି ଭଳି ସୁପାରିସକୃତ କୀଟନାଶକ ସ୍ପ୍ରେ କରନ୍ତୁ ।
ମଞ୍ଜିବୁଣା
ମଞ୍ଜିବୁଣା
ଗୋଟିଏ ବୁଦାରେ ଗୋଟିଏ ମଞ୍ଜିକୁ 2ରୁ 3 ସେଣ୍ଟିମିଟର ଗଭୀରତାରେ ପୋତନ୍ତୁ । ବୁଣିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅଧିକ ପାଣି ମଡ଼ାନ୍ତୁ ନାହିଁ । ମୂଷା/ଅନ୍ୟ ଅନିଷ୍ଟକାରୀ ଜୀବ ଜନିତ କ୍ଷତିକୁ ଏଡ଼ାଇବା ପାଇଁ ଗଜା ବାହାରିବାର ପ୍ରାରମ୍ଭିକ ପର୍ଯ୍ୟାୟରେ ଅତିରିକ୍ତ ଧ୍ୟାନ ରଖନ୍ତୁ ।
କାକୁଡ଼ିରେ ଅଷ୍ଟପଦୀ ପୋକ ଲାଗିବାର ସମ୍ଭାବନା ରହିଥାଏ । ଅଷ୍ଟପଦୀ ପୋକଙ୍କ ଦମନ ପାଇଁ ଦୟାକରି ସୁପାରିସକୃତ ମାତ୍ରାରେ ଓବେରନ୍ କିମ୍ବା ସ୍ପାଇରୋମେସିଫେନ୍ 22.9% ଏସସି ଭଳି କୀଟନାଶକ ଏକର ପିଛା 240 ମିଲି ହିସାବରେ ସ୍ପ୍ରେ କରନ୍ତୁ ।
ଅମଳ
ଅମଳ
ସାଧାରଣତଃ, ବୁଣିବାର 40 ଦିନ ପରେ ପ୍ରଥମ ଅମଳ ମିଳିଥାଏ । ଅଧିକ ବଜାରଯୋଗ୍ୟ ଫଳ ପାଇବା ପାଇଁ ଦିନେ ଛଡ଼ା ଦିନେ ଅମଳ କରିବା ସର୍ବୋତ୍ତମ ଅଭ୍ୟାସ ଅଟେ । କାକୁଡ଼ି ଫଳକୁ ଡେମ୍ଫ ସହିତ ତୋଳିଲେ ତାହା ଦୀର୍ଘ ସମୟ ଧରି ଖରାପ ହୋଇ ନ ଥାଏ । ଚାଷୀମାନେ ଉତ୍ତମ ପରିଚାଳନା ଅଭ୍ୟାସ ଅବଲମ୍ବନ କଲେ ଏକର ପିଛା 35 ରୁ 40 ଟନର ଅମଳ ପାଇପାରିବେ ।
ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!
ଏହି ଆଲେଖ୍ୟକୁ ପଢ଼ିଥିବାରୁ ଧନ୍ୟବାଦ । ଆଶା କରୁଛୁ ଆଲେଖ୍ୟକୁ ଲାଇକ୍ କରିବା ପାଇଁ ଆପଣ ♡ ଆଇକନକୁ କ୍ଲିକ୍ କରିଥିବେ । ଏହାକୁ ନିଜର ସାଙ୍ଗସାଥୀ ଓ ପରିବାର ସଦସ୍ୟଙ୍କ ସହିତ ଶେୟାର୍ ମଧ୍ୟ କରନ୍ତୁ!
ନର୍ସରୀରେ ବୁଣା
ନର୍ସରୀରେ ବୁଣା
ତଳିଗୁଡ଼ିକୁ ପଲି କିମ୍ବା କୀଟ-ନିରୋଧୀ ଜାଲି ଘରରେ ବଢ଼ାଯିବା ଉଚିତ୍ । ରୋଇବା ପାଇଁ 12-15 ଦିନ ବୟସର ତଳି ବ୍ୟବହାର କରାଯିବା ଆବଶ୍ୟକ ।
ରୁଆ
ରୁଆ
ଯଦି ରୁଆ ପଦ୍ଧତିରେ କାକୁଡ଼ି ଚାଷ କରାଯାଉଥାଏ, ତେବେ ତଳିର ଚେର ଅଂଶକୁ ବେଶୀ ହଲଚଲ ନ କରି ରୁଆ କରାଯିବା ଆବଶ୍ୟକ ।
ପ୍ଲାଷ୍ଟିକ୍ ଆବରଣ
ପ୍ଲାଷ୍ଟିକ୍ ଆବରଣ
ଉଚ୍ଚ ମନ୍ଦାରେ କଳା ପ୍ଲାଷ୍ଟିକ୍ ଆବରଣ (ମଲଚିଂ) ପଦ୍ଧତି ଅନୁସରଣ କରନ୍ତୁ । ଏହା ଋତୁର ପ୍ରାରମ୍ଭିକ ଭାଗରେ ଜମିର ତାପମାତ୍ରାକୁ ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ, ଯାହାଫଳରେ ଦ୍ରୁତ ଅଙ୍କୁରଣ ଓ ସଅଳ ଫଳ ବିକାଶ ହୋଇଥାଏ । ଗ୍ରୀଷ୍ମ ମାସରେ, ମାଟିକୁ ଅତ୍ୟଧିକ ତାତିବାରୁ ରୋକିବା ପାଇଁ କଳା ଉପରେ ଧଳା ପ୍ଲାଷ୍ଟିକ୍ ଆବରଣ ଦିଆଯାଇଥାଏ । ପ୍ଲାଷ୍ଟିକଲଚର୍ ପ୍ରଣାଳୀର ଅତିରିକ୍ତ ଲାଭ ମଧ୍ୟରେ ବାଳୁଙ୍ଗା /ଅନାବନା ଘାସ ଦମନ, ଅଧିକ ଫଳପ୍ରଦ ଜଳସେଚନ, ବିଶେଷ କରି ବୁନ୍ଦା ଜଳସେଚନ ଏବଂ ଉତ୍ତମ ସାର ପରିଚାଳନା ଅନ୍ତର୍ଭୁକ୍ତ । ଏହି ପ୍ରଣାଳୀର କ୍ଷତି ମଧ୍ୟରେ ଉତ୍ପାଦନ ପିଛା ଅଧିକ ଖର୍ଚ୍ଚ ଏବଂ ଋତୁ ସମାପ୍ତି ପରେ ପ୍ଲାଷ୍ଟିକର ନିଷ୍ପାସନ ଅନ୍ତର୍ଭୁକ୍ତ:
କାଟଛାଣ୍ଟ
କାଟଛାଣ୍ଟ
ପାର୍ଶ୍ୱସ୍ଥ ଶାଖାପ୍ରଶାଖାଗୁଡ଼ିକୁ ସମୟୋଚିତ ଢଙ୍ଗରେ କାଟଛାଣ୍ଟ କରାଯିବା ଆବଶ୍ୟକ । ମୁଖ୍ୟ କାଣ୍ଡରେ 6 ରୁ 7ଟି ଗଣ୍ଠି ହେବା ପର୍ଯ୍ୟନ୍ତ ଏହି କାମ ସପ୍ତାହରେ ଦୁଇଥର କରାଯିବା ଉଚିତ । କେବଳ ମୁଖ୍ୟ କାଣ୍ଡକୁ ବଢ଼ିବାକୁ ଦିଅନ୍ତୁ ।
ଟ୍ରେନିଂ
ଟ୍ରେନିଂ
ବୁଣିବାର 15-20 ଦିନ ଅଥବା ରୋଇବାର 10-12 ଦିନ ପରେ ଟ୍ରେନିଂ ଆରମ୍ଭ କରାଯିବା ଆବଶ୍ୟକ । ରଞ୍ଜା ପାଇଁ ତାର ଶଯ୍ୟାରୁ 12 ଫୁଟ ଉଚ୍ଚତାରେ ରହିବା ଉଚିତ୍ । ଗଛଗୁଡ଼ିକୁ ଦଉଡ଼ିରେ ବାନ୍ଧିବେ ଓ ଶେଷରେ ଦଉଡ଼ିକୁ ରଞ୍ଜା ତାରରେ ବାନ୍ଧିବେ । ସପ୍ତାହରେ ଦୁଇଥର ଟ୍ରେନିଂ କରାଗଲେ ଲଟା ବା ଗଛକୁ ଦୃଢ଼ ଢେରା ମିଳିଥାଏ । ଥାକ ଥାକ କରି ଜାଲ ବନ୍ଧାଗଲେ ମଧ୍ୟ ଗଛକୁ ସୁଦୃଢ଼ ଢେରା ମିଳିଥାଏ ।
ସାର ପ୍ରୟୋଗର ସମୟସୂଚୀ:
ସାର ପ୍ରୟୋଗର ସମୟସୂଚୀ:
ସାର ପ୍ରୟୋଗ କିମ୍ବା ବୁନ୍ଦା ସେଚନର ସମୟସୂଚୀ ମାଟିରେ ରହିଥିବା ପୋଷକ ତତ୍ତ୍ୱର ସ୍ଥିତି ଉପରେ ନିର୍ଭର କରିଥାଏ । ଫସଲର ବୟସକୁ ଆଧାର କରି ସୁପାରିସକୃତ ମାତ୍ରାରେ ନିମ୍ନଲିଖିତ ସାର ପ୍ରୟୋଗ କରାଯିବା ଆବଶ୍ୟକ: କ୍ୟାଲସିୟମ୍ ନାଇଟ୍ରେଟ୍ (CN), ପୋଟାସିୟମ୍ ନାଇଟ୍ରେଡ୍ (13:00:45) ମୋନୋ ପୋଟାସିୟମ୍, ଫସଫେଟ୍ (00:52:34), ମ୍ୟାଗ୍ନେସିୟମ୍ ସଲଫେଟ୍, (MgSo4), ପଟାସ୍ ଲବଣ, ଜିଙ୍କ୍ ସଲଫେଟ୍ (ZnSo4), ମାଙ୍ଗାନିଜ୍ ସଲଫେଟ୍ (MnSo4) କପର୍ ସଲଫେଟ୍, ଆମୋନିୟମ୍ ମୋଲିବଡେଟ୍/ସୋଡିୟମ୍ ମୋଲିବଡେଟ୍ ।
ବୋରନର ମହତ୍ତ୍ୱ
ବୋରନର ମହତ୍ତ୍ୱ
ଫୁଲଝଡ଼ାକୁ ନିୟନ୍ତ୍ରଣ କରିବା ପାଇଁ ବୋରୋଭିନ୍ 20% (ଲିଟର ପିଛା 1.5 ଗ୍ରାମର ବୋରନ ଦ୍ରବଣ) କିମ୍ବା ଅନ୍ୟ କୌଣସି ବୋରନ ସ୍ପ୍ରେ ପତ୍ରରେ ସିଞ୍ଚନ କରନ୍ତୁ । ଉତ୍ତମ ଫଳାଫଳ ପାଇଁ ଏହି ସ୍ପ୍ରେକୁ 10 ଦିନ ପରେ ଦୋହରାନ୍ତୁ ।
ପାଉଁଶିଆ ରୋଗର ପରିଚାଳନା
ପାଉଁଶିଆ ରୋଗର ପରିଚାଳନା
କାକୁଡ଼ିରେ ପାଉଁଶିଆ ହେଉଛି ଏକ ସାଧାରଣ ରୋଗ । ପତ୍ରର ତଳ ଭାଗରେ ଧଳାରୁ ଧୂସର ରଙ୍ଗର ପାଉଡର ଭଳି ଗୁଣ୍ଡ ଦେଖାଦିଏ । ଆକ୍ରାନ୍ତ ପତ୍ରଗୁଡ଼ିକ ମରିଯାଏ, କିନ୍ତୁ ସେମିତି ଠିଆ ହୋଇ ରହେ, ହେଲେ ପତ୍ରର ଧାରଗୁଡ଼ିକ ଭିତରଆଡ଼କୁ ମୋଡ଼ି ହୋଇଯାଏ । ସଂକ୍ରମଣ ଅତି ଉତ୍କଟ ହେଲେ ଗଛର ପତ୍ରଗୁଡ଼ିକ ଝଡ଼ିଯାଏ, ଗଛର ବିକାଶ ବନ୍ଦ ହୋଇଯାଏ ଏବଂ ଫଳର ବୃଦ୍ଧି ଦୁର୍ବଳ ପଡ଼ିଯାଏ । ପାଉଁଶିଆ ରୋଗ ଦମନ ପାଇଁ ଏକର ପିଛା 600 ଗ୍ରାମ ସେକ୍ଟିନ (ଫେନାମିଡୋନ୍ 10% + ମାଙ୍କୋଜେବ 50% ଡବ୍ଲ୍ୟୁ/ଡବ୍ଲ୍ୟୁ 60 ଡବ୍ଲ୍ୟୁଜି) ସ୍ପ୍ରେ କରନ୍ତୁ ।
ଶୋଷକ ପୋକର ପରିଚାଳନା
ଶୋଷକ ପୋକର ପରିଚାଳନା
କାକୁଡ଼ିରେ ଶୋଷକ ପୋକ ଲାଗିବାର ସମ୍ଭାବନା ରହିଥାଏ । ଏହି ପର୍ଯ୍ୟାୟରେ ଶୋଷକ ପୋକଙ୍କ ଦମନ ଅତ୍ୟନ୍ତ ଜରୁରୀ ହୋଇଥାଏ, ଅନ୍ୟଥା ସେମାନେ ଗଛଗୁଡ଼ିକୁ ଦୁର୍ବଳ କରିଦେଇଥାନ୍ତି ଓ ଗଛରେ ଅଧିକ ଫୁଲ ଫୁଟି ନ ଥାଏ । ଦୟାକରି ଜଉପୋକ ଏବଂ ପତ୍ରଡିଆଁ ପୋକଙ୍କ ଦମନ ପାଇଁ ଆଡମାୟର୍ କିମ୍ବା ଇମିଡାକ୍ଲୋପ୍ରିଡ୍ 70% ଡବ୍ଲ୍ୟୁଜି ଭଳି ସୁପାରିସକୃତ କୀଟନାଶକ ସ୍ପ୍ରେ କରନ୍ତୁ ।
ଅଷ୍ଟପଦୀ ପୋକଙ୍କ ଦମନ